ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜିର ରାଶିଫଳ-୦୪-୦୧-୨୦୨୩ ଆସନ୍ତୁ ଜାଣିବା..

ମେଷ ରାଶି : ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ରହିବ | ପ୍ରେମର ମଜା ଅନୁଭବ କରନ୍ତୁ | ଯଦି ଆଜି ଆପଣଙ୍କ ବ୍ୟବହାର ବିନମ୍ର ଓ ସହଯୋଗୀ ଅଛି, ତାହେଲେ ଆପଣଙ୍କୁ ଆପଣଙ୍କ ଭାଗିଦାର ମାନଙ୍କ ଠୁ ବହୁତ ସକରାତ୍ମକ ପ୍ରତିକ୍ରିୟା ମିଳିବ | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ଯେତେବେଳେ ଆପଣ ଆପଣଙ୍କ ଜୀବନସାଥୀ ସହିତ ଭାବନାତ୍ମକ ଦୃଷ୍ଟିରେ ଜଡ଼ିତ ଅଛନ୍ତି, ତାହେଲେ ନିକଟ ରହିବା ପରି ଅନୁଭବ କରିବେ |
ବୃଷ ରାଶି: ଆଜି ଆପଣ ଆତ୍ମବିଶ୍ୱାସ ଓ ଉର୍ଜାରେ ଭରି ରହିବେ ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ | ଅସୁବିଧା ସମୟରେ ପରିବାର ଲୋକ ଆପଣଙ୍କ ସାହାଯ୍ୟ ଓ ପରାମର୍ଶ ଦେବେ | ଆପଣ ଅନ୍ୟ ମାନଙ୍କ ଅନୁବୂତିରୁ କିଛି ଶିକ୍ଷା ଶିଖି ପାରିବେ | ଏହା ଆପଣଙ୍କର ଆତ୍ମବିଶ୍ୱାସ ପାଇଁ ଅତି ଆବଶ୍ୟକ | ଆପଣଙ୍କ ଅସୀମ ପ୍ରେମ ଆପଣଙ୍କ ପ୍ରିୟଙ୍କ ପାଇଁ ଅତି ବହୁମୂଲ୍ୟ ଅଟେ | ଦିନ ଆରମ୍ଭରୁ ଅସ୍ତ ଯାଏଁ ଆପଣ ନିଜକୁ ଉର୍ଜାରେ ଭରା ଅନୁଭବ କରିବେ | ନିଜର ସାହସର ଲାଭ ଉଠାନ୍ତୁ ଓ ନୂଆ ନୂଆ ବନ୍ଧୁ ଓ ବନ୍ଧୁତ୍ୱ କରିବାକୁ ଚେଷ୍ଟା କରନ୍ତୁ | ଆପଣ ଓ ଆପଣଙ୍କ ଜୀବନ-ସାଥୀ ମିଶିକି ବୈବାହିକ ଜୀବନର ସ୍ମରଣୀୟ ସ୍ମୃତି ମାନେ ପକାଇବେ |
ମିଥୁନ ରାଶି: ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ | ଆପଣଙ୍କ ଅଧିକାଂଶ ସମୟ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ବିତିବ | ଆପଣଙ୍କ ହସ ଆପଣଙ୍କ ପ୍ରିୟାର ରାଗ ଦୂର କରିବା ପାଇଁ ସବୁଠୁ ଉତ୍ତମ ଓଷଧ ଅଟେ | ମାନସିକ ସ୍ପଷ୍ଟତା ଆପଣଙ୍କୁ ବ୍ୟବସାୟରେ ପ୍ରତିଯୋଗୀ ମାନଙ୍କ ଠୁ ଆଗକୁ ବଢ଼ିବାକୁ ଦେବ | ଆପଣ ସବୁ ପୁରୁଣା ଅସୁବିଧା ସାରିବାରେ ସଫଳ ରହିବେ | ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |
କର୍କଟ ରାଶି: ଅନ୍ୟ ମାନଙ୍କ ସଫଳତାକୁ ପ୍ରଶଂସା କରି ଆପଣ ତାହାର ଆନନ୍ଦ ନେଇ ପାରନ୍ତି | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି | ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କୁ ଖୁସି ଦେଇ ଓ ପୁରୁଣା ଭୁଲକୁ ଭୁଲିକି ଆପଣ ନିଜର ଜୀବନକୁ ସାର୍ଥକ କରିପାରିବେ କାର୍ଯ୍ୟାଳୟରେ ଆଜି ଆପଣଙ୍କୁ ଜଣା ପଡି଼ବକି ଯାହାକୁ ଆପଣ ନିଜର ଶତ୍ରୁ ଭାବୁଛନ୍ତି, ସିଏ ପ୍ରକୃତରେ ଆପଣଙ୍କ ଶୁଭଚିନ୍ତକ | ବିଗତ ଦିନମାନଙ୍କରେ ଆପଣ ବହୁତ କାମ ଅଧା ରୁ ଛାଡିଦେଇଛନ୍ତି ଯାହା ଏବେ ଆପଣଙ୍କୁ କପୁର କରିବାକୁ ପଡିପାରେ | ଆଜି ଖାଲି ସମୟରେ ଆପଣ ଅଫିସ ର କାମରେ ବ୍ୟସ୍ତ ରହିବେ | କୌଣସି ପୁରୁଣା ସାଙ୍ଗ ଆପଣ ଓ ଆପଣଙ୍କ ଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ |
ସିଂହ ରାଶି: ଘର ଓ କାର୍ଯ୍ୟାଳୟରେ କିଛି କାମ ଚାପି କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ | ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ | ଆପଣ ଯେ କୌଣସି ପ୍ରତିଯୋଗିତାରେ ଗୋଡ ରଖିବେ, ଆପଣଙ୍କ ପ୍ରତିଯୋଗିତାମୂଳକ ସ୍ଵଭାଵ ଜିତିବାରେ ସଫଳତା ଦେବ | କୌଣସି ଯୋଜନା କରିବା ଆଗରୁ ନିଜର ଜୀବନସାଥିଙ୍କୁ ପଚାରି ନିଅନ୍ତୁ, ନଚେତ ତାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ି ପାରେ |
କନ୍ୟା ରାଶି: ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ | ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ, ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ଭବିଷ୍ୟତରେ ଆର୍ଥିକ ଉନ୍ନତି ପାଇଁ ଆଜିଠାରୁ ସଞ୍ଚୟ କରନ୍ତୁ | ହୋଇ ପାରେ କି ପରିବାର ଲୋକ ଆପଣଙ୍କ ଆଶାକୁ ପୂରଣ ନ କରି ପାରନ୍ତି | ଏହି କଥାର ଇଚ୍ଛା ନ ରଖନ୍ତୁ କି ସେମାନେ ଆପଣଙ୍କ ହିସାବରେ ଚାଲିବେ, ବରଂଚ ନିଜର କାର୍ଯ୍ୟ କରିବାର ରାସ୍ତା ବଦଳେଇକି ଦେଖନ୍ତୁ | ବୁଲା-ବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ | ନିଜର ବରିଷ୍ଠ ମାନଙ୍କୁ ଅବହେଳା କରନ୍ତୁ ନାହିଁ | ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ | ଆପଣାକୁ ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ |
ତୁଳା ରାଶି: ଆପଣ ମାନଙ୍କ ଭିତରୁ କିଛି ଲୋକଙ୍କୁ ଆଜି ମହତ୍ଵପୁର୍ଣ ନିଷ୍ପତି ନେବାକୁ ବାଧ୍ୟ ହେବାକୁ ପଡି ପାରେ,ଯାହା କାରଣରୁ ଆପଣ ଚାପଗ୍ରସ୍ତ ଓ ଚିନ୍ତିତ ହୋଇ ପାରନ୍ତି | ଆପଣଙ୍କର କୌଣସି ବସ୍ତୁ ଆଜି ଚୋରି ହୋଇପାରେ , ସେଥିପାଇଁ ସାବଧାନ ଓ ସତର୍କ ରୁହନ୍ତୁ | ଆପଣଙ୍କ ସେବା କରିବା ଭାବ ଘରର ପରିବେଶ ଖୁସିରେ ଭାରି ଦେବ | କିଛି ଲୋକ ହିଁ ଏମିତି ଲୋକର ଆକର୍ଷଣ ଠୁ ରକ୍ଷା କରି ପାରନ୍ତି, ଯାହା ପାଖରେ ଅଟେ ସୁନ୍ଦର ହସ ଥାଏ | ଯେତେବେଳେ ଆପଣ ମାନଙ୍କ ସହିତ ଥିବେ, ତେବେ ଆପଣଙ୍କ ମହକ ଫୁଲ ପରି ଚାରି ଆଡ଼େ ବାସିବ | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣଙ୍କ ସହକର୍ମୀ ତଥା ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମର ପ୍ରସଂଶା କରିବେ | ବ୍ୟବସାୟୀ ମାନେ ଆଜି ଲାଭାନ୍ବିତ ହେବେ | ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି | କିନ୍ତୁ ଏହି ସମୟରେ ଆପଣଙ୍କ ଘରର ସଦସ୍ୟମାନେ ଆପଣଙ୍କୁ ବାରମ୍ବାର ଅବରୋଧ କରିବେ | ନିଜର ଜୀବନସାଥିକୁ ବିସ୍ମୟ କରୁଥାନ୍ତୁ, ନଚେତ ସିଏ ନିଜକୁ ଆପଣଙ୍କ ଜୀବନରେ ମହତ୍ବହୀନ ଭାବି ପାରନ୍ତି |
ବିଛା ରାଶି: ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଆଜି ଦିନରେ କାମର ଚାପ କମ ରହିବ ଓ ଆପଣ ଆପଣଙ୍କ ପରିବାର ସହିତ ସମୟ ବିତେଇବାର ମଜା ନିଅନ୍ତୁ | ଆପଣଙ୍କ ଦାମିକା ଉପହାର ବି ଆପଣଙ୍କ ପ୍ରିୟର ଚେହେରାରେ ଖୁସି ଆଣିବାରେ ଅସଫଳ ହେବେ,କାରଣ ତାହା ତାଙ୍କୁ ଟିକେ ବି ପ୍ରଭାବିତ କରିବ ନାହିଁ | ଆପଣ ନିଜର ସହକାର୍ଯ୍ୟକର୍ତା ମାନଙ୍କ ସାଙ୍ଗରେ କାମକୁ ନେଇକି ବିବାଦରେ ରହିବେ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଦୈନିକ କାମ-କାର୍ଯ୍ୟର ଆବଶ୍ୟକତା ପୁରଣ ନ ହେବା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବିବାଦ ହୋଇ ପାରେ|ଖାଦ୍ୟ,ସଫା-ସୁତୁରା କିମ୍ବା କୌଣସି ଘରୋଇ ଜିନିଷ ଏହାର କାରଣ ହୋଇ ପାରନ୍ତି |
ଧନୁ ରାଶି: ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ନିଜ ପ୍ରିୟାର ଅନୁପସ୍ଥିଥିରେ ଆପଣ ନିଜକୁ ପୁର୍ଣ ରୂପରେ ଖାଲି ଅନୁଭବ କରିବେ | ରଚନାତ୍ମକ କାମ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ଆଜି ହୁଏତ ଆପଣ ଭପାରନ୍ତି ଯେ ରଚନାତ୍ମକ କାମଠାରୁ ଚାକିରୀ କରିବା ଭଲ | ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ | ଆପଣଙ୍କ ଗତ ଜୀବନର କୌଣସି ଗୁପ୍ତ କଥା ଆପଣଙ୍କ ଜୀବନ-ସାଥୀଙ୍କୁ ନିରାଶ କରି ପାରେ |
ମକର ରାଶି: ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଯେଉଁ ମାନେ ଆପଣଙ୍କୁ ଅଳ୍ପକାଳିକ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ | ସାଙ୍ଗ ଓ ଘର ଲୋକ ଆପଣଙ୍କୁ ବହୁତ ପ୍ରେମ ଓ ସହଯୋଗ ଦେବେ | ଆଜି ଭାବପୂର୍ଣ୍ଣ ପ୍ରେମ ଅନୁଭବ କରିବେ , ତେଣୁ କିଛି କିଛିଟା ସମୟ ତା ପାଇଁ ମଧ୍ୟ କାଢନ୍ତୁ | ଆପଣଙ୍କ ବସ ଆଜି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ | ଗୋଟେ ଉତ୍ତମ ଜୀବନସାଥୀ ସହିତ ଜୀବନ ସତରେ ଅଦ୍ଭୁତ ଲାଗେ ଓ ଆଜି ଆପଣ ଏହି କଥାକୁ ଅନୁଭବ ମଧ୍ୟ କରିବେ |
କୁମ୍ଭ ରାଶି: ବର୍ତମାନ ଘଟୁଥିବା ଘଟଣା କାରଣରୁ ଆପଣଙ୍କ ମନ ଅସ୍ଥିର ହୋଇ ପାରେ | ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଲାଭକାରୀ ପ୍ରମାଣିତ ହେବ | ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ଆଜି ଆପଣ ଆପଣଙ୍କ ପ୍ରେମୀଙ୍କୁ ଆପଣଙ୍କ ସମସ୍ୟା କହିବାପାଇଁ ଚେଷ୍ଟା କରିବା ବେଳେ ସେ ତାଙ୍କର ସମସ୍ୟା ବଖାଣିବେ ଯାହା ଆପଣଙ୍କୁ ବ୍ୟଥିତ କରିଦେବ | ମହତ୍ଵପୁର୍ଣ ବ୍ୟବସାୟ ବୁଝା-ମଣା କରିବା ସମୟରେ ଅନ୍ୟ ମାନଙ୍କ ଚାପରେ ଆସନ୍ତୁ ନାହିଁ | ଛାତ୍ର ମାନଙ୍କୁ ଆଜିର କାମ କାଲି ପାଇଁ ବାତିଲ ନ କରିବା ପାଇଁ ଉପଦେଶ ଦିଆଯାଉଛି |ଆଜିର କାମ ଆଜି ଶେଷ କରନ୍ତୁ | ଏହା ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ | ଜୀବନସାଥୀର ଖରାପ ସ୍ୱାସ୍ଥ୍ୟର ପ୍ରଭାବ ଆପଣଙ୍କ କାମ-କାର୍ଯ୍ୟରେ ପଡ଼ି ପାରେ, କିନ୍ତୁ ଆପଣ କୌଣସି ପ୍ରକାର ଜିନିଷକୁ ସମ୍ଭାଳିବାର ସଫଳ ରହିବେ |
ମୀନ ରାଶି: ଆପଣ ଖୁବ ଶୀଘ୍ର ଲମ୍ବା ସମୟରୁ ଚାଲି ଆସୁଥିବା ରୋଗରୁ ଉଭରି ଆସିବେ ଓ ପୁର୍ଣ ରୂପରେ ସୁସ୍ଥ ହୋଇ ପାରନ୍ତି | କିନ୍ତୁ ଏମିତି ସ୍ୱାର୍ଥୀ ଓ ରାଗି ଲୋକଠୁ ନିଜକୁ ରକ୍ଷା କରନ୍ତୁ, ଯିଏ କି ଆପଣଙ୍କୁ ଚାପ ଦେଇ ପାରେ ଓ ଆପଣଙ୍କ ଅସୁବିଧାରେ ବୃଦ୍ଧି କରି ପାରେ | ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ | ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ଯଦି ଆପଣ ଓ ଆପଣଙ୍କ ଜୀବନସାଥୀ ଖାଇବା-ପିଇବାରେ ଅଧିକ ଧ୍ୟାନ ଦେବେ, ତାହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ି ପାରେ |