ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍ରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଯେତେବେଳେ ସାରା ଦେଶ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି ସେତେବେଳେ ମୁଁ ଖୁସିର ସହ ଘୋଷଣା କରୁଛି ଯେ ଗ୍ରାନାଇଟରେ ପ୍ରସ୍ତୁତ ତାଙ୍କର ଭବ୍ୟ ପ୍ରତିମା ଇଣ୍ଡିଆ ଗେଟ ଉପରେ ସ୍ଥାପନ କରିଯିବା ସହ ଆସନ୍ତା ୨୩ ତାରିଖରେ ଏହାକୁ ଉନ୍ମୋଚନ କରାଯିବ ବୋଲି କହିଛନ୍ତି ।
Prev Post
Next Post