ଅଖିଳେଶଙ୍କ ସ୍ତ୍ରୀ ଓ ଝିଅ କୋଭିଡ ପଜିଟିଭ

ଲକ୍ଷେ୍ନø: ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ଓ ତାଙ୍କ ଝିଅ କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏହା ଜଣାପଡିବା ପରେ ସେମାନେ ନିଜ ଘରେ ନିଜକୁ ଆଇସୋଲେଟ କରିଛନ୍ତି । ସେହିପରି ରାଜଧାନୀ ଲକ୍ଷେ୍ନøରେ ଗତ କିଛି ଦିନ ହେଲା କରୋନା କେସ ବଢିଚାଲିଛି ।