ପ୍ରିକସନ ଡୋଜ୍‌ ଭାବେ ‘କୋର୍ବେଭାକ୍ସ’ ଭ୍ୟାକ୍ସିନକୁ ଅନୁମତି

କରୋନା ଭ୍ୟାକ୍ସିନ କୋର୍ବେଭାକ୍ସକୁ ପ୍ରିକସନ୍‌…

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ କୋର୍ବେଭାକ୍ସକୁ ପ୍ରିକସନ୍‌ ଡୋଜ୍‌ ଭାବେ ନେଇପାରିବେ । ଏନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । କୋଭାକ୍ସିନ ଏବଂ କୋଭିସିଲ୍ଡ ନେଇଥିବା ୧୮ ବର୍ଷରୁ ବ୍ୟକ୍ତି ପ୍ରିକସନ ଡୋଜ୍‌ ଭାବେ କୋର୍ବେଭାକ ନେଇପାରିବେ । ପ୍ରଥମଥର ପାଇଁ ଭିନ୍ନ ଏକ ଭ୍ୟାକ୍ସିନକୁ ପ୍ରିକସନ ଡୋଜ୍‌ ଭାବେ ଅନୁମତି ମିଳିଛି ।