ୟୁକେରେ କୋରାନା ବିସ୍ଫୋରଣ

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ୟୁକେରେ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ କୋଭିଡ ମାମଲା ଚିହ୍ନଟ ହୋଇଛି । ଗତ ସପ୍ତାହରେ ସର୍ବାଧିକ ୯୩ ହଜାର ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଏହା ୧ ଲକ୍ଷରୁ ଅଧିକ ଚିହ୍ନଟ ହେବା ସହ ୨୮ ଦିନରେ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି ।

ଏନେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଚିନ୍ତାବ୍ୟକ୍ତ କରିବା ସହ ଏକ ଜରୁରୀକାଳୀନ ବୈଠକ ଡାକିଥିବା ଜଣାପଡିଛନ୍ତି ।