ଦେଶରେ ହ୍ରାସ ପାଉଛି କୋଭିଡ ମାମଲା

ନୂଆଦିଲ୍ଲୀ: ସାରା ଦେଶରେ ତାଣ୍ଡବ ରଚିଥିବା କୋଭିଡ ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଦୈନିକ ୩ ଲକ୍ଷ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେହିପରି କୋଭିଡ ଭାଇରସ ଧିରେ ଧିରେ ଦେଶରେ ହ୍ରାସ ପାଇବାରେ ଲାଗିଛି