ଅଯୋଧ୍ୟାରେ ଭୂମିକମ୍ପ

ଅଯୋଧ୍ୟା : ଅଯୋଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୩ ଥିବା ଜଣାପଡିଛି । ରିପୋର୍ଟ ଅନୁସାରେ ରାତି ୧୨ଟାରେ ଭୂମିକମ୍ପର ଏହି ଝଟକା ହୋଇଥିଲା । ନେପାଳ ଏହାର କେନ୍ଦ୍ରସ୍ଥଳୀ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଭୁକମ୍ପ ଝଟକା ପରେ ଲୋକେମାନେ ଭୟରେ ଘରୁ ବାହାରରୁ ପଳାଇ ଆସିଥିଲେ ବୋଲି ଜଣାପଡିଥିଲା ।