ନୂଆ ବାଇବେଲ ବିକୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟମ୍ପ

ୱାଶିଂଟନ: ପୁଣିଥରେ ରାଷ୍ଟ୍ରପତି ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ବାର ରାଷ୍ଟ୍ରପତି ହେବା ପାଇଁ ଟ୍ରମ୍ପ ନୂଆ ଉପାୟ ଅବଲମ୍ବନ କରିଛନ୍ତି ସେଗଡ୍ବ୍ଲେସ ଦି ୟୁଏସଏନାମକ ବାଇବେଲଟିଏ ରଚନା କରିଛନ୍ତି ତାକୁ ଛପାଇ ବିକିବା ଆରମ୍ଭ କରି ଦେଇଛନ୍ତି ପୁସ୍ତକଟିର ପ୍ରଚ୍ଛଦପଟରେ ଆମେରିକାର ଜାତୀୟ ପତାକା ଚିତ୍ର ରହିଛି

ଲୋକମାନେ ଉକ୍ତ ପୁସ୍ତକକୁ କିଣିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ମାତ୍ର ଜନତାଙ୍କର ସବୁ ବିଷକୁ ନିରବତାର ସହିତ ପିଇ ଯାଉଛନ୍ତି ଟ୍ରମ୍ପ ଲୋକମାନେ କହୁଛନ୍ତି ଯେ କ୍ଷମତାକୁ ଯିବା ଆଶାରେ ଟମ୍ପ ପବିତ୍ର ବାଇବେଲକୁ ଅପମାନିତ କରୁଛନ୍ତି