୧୯୬୫ ମସିହାରେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ସହିତ ଭାରତର ଅନ୍ୟ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ବର୍ଗ

Lal Bahadur Shastri, India’s most successful Prime Minister in 1965…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ର ପ୍ରତିନିଧି ଭାବେ ନୀଳମଣି ରାଉତରାୟ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଚେତା କ୍ରିପାଳିନ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦ୍ବାରିକା ପ୍ରସାଦ ମିଶ୍ର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେନ୍, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ବ୍ରହ୍ମାନନ୍ଦ ରେଡ୍ଡୀ , କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏସ ନିଜଲିଙ୍ଗାପା, ବିହାର ମୁଖ୍ୟମନ୍ତ୍ରୀ କେ ବି ସହାୟ ପ୍ରମୁଖ ସ୍ଥିର ଚିତ୍ର ରେ ଦଣ୍ଡାୟମାନ । ଭାରତ ଜନନୀ ଙ୍କ ଏହି ସୁଯୋଗ୍ୟ ସନ୍ତାନମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ।