ତିରୁଭଲ୍ଲୁଭର ଦିବସ ଅବସରରେ ତିରୁଭଲ୍ଲୁଭରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତିରୁଭଲ୍ଲୁଭର …

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତିରୁଭଲ୍ଲୁଭର ଦିବସ ଅବସରରେ ତିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓ ତାଙ୍କ ମହତ ଚିନ୍ତନକୁ ସ୍ମରଣ କରିଛନ୍ତି । ଯୁବପୀଢିଙ୍କୁ କୁରଲ ପଢିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ତିରୁଭଲ୍ଲୁଭର ଦିବସ ଅବସରରେ ତିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଓ ତାଙ୍କ ମହତ ଚିନ୍ତନକୁ ସ୍ମରଣ କରୁଛି । ପ୍ରକୃତିର ବିବିଧତା ମଧ୍ୟରେ ତାହା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପ୍ରେରଣାର ମହାନ ସ୍ରୋତ । ଯୁବପୀଢିଙ୍କୁ କୁରଲ ପଢିବା ପାଇଁ ଆହ୍ୱାନ ଦେଉଛି ।”