ଇନଷ୍ଟାଗ୍ରାମରୁ ନାଗାଙ୍କ ସବୁ ଫଟୋ ହଟାଇଲେ ସାମନ୍ଥା

ମୁମ୍ବାଇ: ନାଗା ଚୈତନ୍ୟ ଓ ସାମନ୍ଥା ଦୀର୍ଘ ୩ ସପ୍ତାହ ହେଲାଣି ବିବାହ ବିଚ୍ଛେଦ ହୋଇଯାଇଛି । ଉଭୟ ଅଲଗା ଅଲଗା ହୋଇ ରହୁଛନ୍ତି । ଏହାରି ଭିତରେ ଅଭିନେତ୍ରୀ ସାମନ୍ଥା ଏକ ବଡ ପଦକ୍ଷେପ ନେଇଛନ୍ତି । ଦୀର୍ଘ ୫ ବର୍ଷ ହେଲା ନାଗାଙ୍କ ଯେଉଁ ସବୁ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ସେ ସବୁକୁ ହଟାଇଦେଇଛନ୍ତି । ନାଗାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବାରୁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି । କିଛି ମାସ ତଳେ ସେ ନିଜ ଇନଷ୍ଟାଗ୍ରାମରୁ ଅକ୍କିନେନି ସରନେମକୁ ହଟାଇ ଦେଇଥିଲେ । ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।ମୁମ୍ବାଇ: ନାଗା ଚୈତନ୍ୟ ଓ ସାମନ୍ଥା ଦୀର୍ଘ ୩ ସପ୍ତାହ ହେଲାଣି ବିବାହ ବିଚ୍ଛେଦ ହୋଇଯାଇଛି । ଉଭୟ ଅଲଗା ଅଲଗା ହୋଇ ରହୁଛନ୍ତି । ଏହାରି ଭିତରେ ଅଭିନେତ୍ରୀ ସାମନ୍ଥା ଏକ ବଡ ପଦକ୍ଷେପ ନେଇଛନ୍ତି । ଦୀର୍ଘ ୫ ବର୍ଷ ହେଲା ନାଗାଙ୍କ ଯେଉଁ ସବୁ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ସେ ସବୁକୁ ହଟାଇଦେଇଛନ୍ତି । ନାଗାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବାରୁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି । କିଛି ମାସ ତଳେ ସେ ନିଜ ଇନଷ୍ଟାଗ୍ରାମରୁ ଅକ୍କିନେନି ସରନେମକୁ ହଟାଇ ଦେଇଥିଲେ । ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।