ସ୍ୱଇଚ୍ଛାରେ ଯୌନ ସମ୍ବନ୍ଧକୁ ପୋକ୍ସୋ ଆକ୍ଟ ଅଧୀନରେ ଅପରାଧ ବୋଲି ଧରାଯିବ ନାହିଁ : ହାଇକୋର୍ଟ

କୋଲକାତା: ଏକ ମାମଲାର ଶୁଣାଣି କରିବା ସମୟରେ କୋଲକାତା ହାଇକୋର୍ଟ ଏପରି କିଛି କହିଛନ୍ତିଯେ, ସ୍ୱଇଚ୍ଛାରେ ରଖାଯାଇଥିବା ଯୌନ ସମ୍ବନ୍ଧକୁ ପୋକ୍ସୋ ଆକ୍ଟ ଅଧୀନରେ ଅପରାଧ ବୋଲି ଧରାଯିବ ନାହିଁ । ଏହିଭଳି ଏକ ରାୟ ଶୁଣାଇ ଜଣେ ୨୨ ବର୍ଷିୟ ଯୁବକଙ୍କୁ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିଛନ୍ତି ହାଇକୋର୍ଟ ।
ସୂଚନା ଅନୁସାରେ, ଜଣେ ୧୬ ବର୍ଷୀୟ ନାବାଳିକା ଓ ୨୨ ବର୍ଷିୟ ଯୁବକ ଦୁହେଁ ସହମତି କ୍ରମେ ଯୌନ ସମ୍ବନ୍ଧ ରଖିବା ମାମଲାରେ ଯୁବକଙ୍କୁ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିବା ପାଇଁ କୋଲକାତା ହାଇକୋର୍ଟ ଆଦେଶ ଜାରି କରିଛନ୍ତି । ହାଇକୋର୍ଟ