ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍ ସଭାପତି ଭାବରେ ନିର୍ବାଚିତ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକ ୪୯୮ ଭୋଟ ପାଇଛନ୍ତି । ଅସିତ୍ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଲା ।