ଧାମନଗର ପାଇଁ ସଜବାଜ

ଭଦ୍ରକ ଜିଲ୍ଲା ଧାମନଗର ପାଇଁ ସଜବାଜ। ପ୍ରତୀକ୍ଷାର ଅନ୍ତ ଘଟାଇ ପାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ। ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କଂଗ୍ରେସ ହରେକୃଷ୍ଣଙ୍କ ବାସ ଭବନରେ ଖୁସିର ଲୁହରୀ ଖେଳିଯାଇଛି।