ନିଆଳି ବ୍ଳକର ୨ ସ୍କୁଲରେ ସମାଜ ସେବିଙ୍କଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଖାତା ପେନ୍ ବଣ୍ଟନ

କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଳକ ଅନ୍ତର୍ଗତ ନୂଆ ପିତା ପଡ଼ା ପ୍ରାଚୀ…

କଟକ : କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଳକ ଅନ୍ତର୍ଗତ ନୂଆ ପିତା ପଡ଼ା ପ୍ରାଚୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କୃଷ୍ଣ ପ୍ରସାଦ ପ୍ରାଥମିକ ବିଦ୍ୟାଳୟ ରେ ସନ୍ତୋଷ ମଲ୍ଲିକ ଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନଙ୍କ ଖାତା ପେନ୍ ‌ଇତ୍ୟାଦି‌ ସାମନ ‌ବଣ୍ଟନ କରାଯାଇଛି ଏଥିରେ ଯୋଗ ଦେଇଥିଲେ, ସିଦ୍ଧାନ୍ତ ମାହାନ୍ତି, ନରେଶ ସାହୁ, ପ୍ରିୟଙ୍କା ତ୍ରିପାଠୀ, ଟୁଲୁ ମଲ୍ଲିକ, ପ୍ରମୁଖ