କୃଷ୍ଣପ୍ରସାଦ ଗ୍ରାମପଞ୍ଚାୟତ ପ୍ରାଚୀ ନଦୀ କୂଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଟକ ଜିଲ୍ଲା ଅନ୍ତର୍ଗତ ନିଆଳି କୃଷ୍ଣ ପ୍ରସାଦ ଗ୍ରାମ ପଞ୍ଚାୟତ….

କଟକ: ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୃକ୍ଷ ହିଁ ଜୀବନ।ସମାଜରେ ଦିନକୁ ଦିନ ଵୃକ୍ଷ ଲୋପ ପାଇବାକୁ ବସିଲାଣି। ଏହାକୁ ଆଖି ଆଗରେ ରଖି ସନ୍ତୋଷ ମଲ୍ଲିକ ଙ୍କ ନେତୃତ୍ବରେ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରା ଯାଇଥିଲା।

ଏଥିରେ ଯୋଗ ଦେଇଥିଲେ ରାଜେଶ କୁମାର ମଲ୍ଲିକ, ପପୁନା ମଲ୍ଲିକ କିରଣ ବାଳା ପ୍ରଧାନ ପ୍ରିୟଙ୍କା ତ୍ରିପାଠୀ ପ୍ରମୁଖ।