ଘଟଗାଁରୁ ଫେରିବାବେଳେ ଜଣେ ସମାଜସେବିଙ୍କ ଦୁର୍ଘଟଣା

କେନ୍ଦୁଝର: ନିଜର ପଞ୍ଜିକୃତ ସମାଜସେବା ଅନୁଷ୍ଠାନ ଅଛି ମାନବ ସେବାଠୁ ପଶୁ ପକ୍ଷୀ ସବୁ ସେବା କରୁଥିଲା । ମୋତେ ସାହାଯ୍ୟ କରିବାକୁ ଝିଅ ହୋଇ ମଶାଣିକୁ ଚାଲି ଆସି ଥିଲା ସେପାଖେ ପଡିଥିବା ଷଣ୍ଢକୁ ସେବା କରି ଥିଲା ବନେଇ ଆଣିଥିବା ରୋଟି ଖୁଆଇ । ରୋଜାଲିନର ଭବିଷ୍ୟତକୁ ନେଇ ବଡ ଆଶା ରହିଛି କଲେଜ ପାଠ ପଢା ବାଦ ଏସବୁ କରୁ ଥିଲା ନିଜ ହାତରୁ ଟଙ୍କା ଖର୍ଚ୍ଚ କରି । ଅସହାୟଙ୍କୁ ଖାଇବାକୁ ଦେଉ ଥିଲା ଶୀତରେ କମ୍ବଳ ବାଣ୍ଟୁ ଥିଲା । ହେଲେ ସେବା ସାରି ଘଟଗାଁରୁ ଫେରିବା ବେଳେ ସେ ୧୧ତାରିଖ ଦିନ ଦୁର୍ଘଟଣାର ଶିକାର ହୋଇ ଏଯାଏ କୋମାରେ ଅଚେତ ଅଛି କଟକ ବଡ ଡାକ୍ତରଖାନାରେ । ସ୍ୱାଭିମାନି ସେମାନେ କାହାର ସାହାଯ୍ୟ ନେଇ ନଥିଲେ କିଛି ବନ୍ଧୁ କଟକ ଯାଇ ଅବସ୍ଥା ସଙ୍ଗିନ ଦେଖି ତା’ମାଙ୍କ ନଂ ଆଣି ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ତେଣୁ ସବୁ ଆଡୁ ଆମ ଏହି ଝିଅ ଲାଗି ସାହାଯ୍ୟ ଓ ଆର୍ଶୀବାଦ।Phone_Pe_7848090569_Madhumita_ Sahoo @ Cuty Naina