ସମଗ୍ର ଓଡିଶା କେନ୍ଦୁଝର ଜିଲ୍ଲା କିନ୍ନର ସଙ୍ଘ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି

ସମଗ୍ର ଓଡିଶା କେନ୍ଦୁଝର ଜିଲ୍ଲା କିନ୍ନର ସଙ୍ଘ ଏକ ଅନନ୍ୟ….

ସମଗ୍ର ଓଡିଶା କେନ୍ଦୁଝର ଜିଲ୍ଲା କିନ୍ନର ସଙ୍ଘ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏହି ସଂଘର କାର୍ଯ୍ୟଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବୋଲି ଆଜି କେନ୍ଦୁଝର ଜିଲ୍ଲା ର ଝୁମ୍ପୁରା ବ୍ଲକ ଅଧୀନରେ ଥିବା ରେ ବଡ଼ ଡିମିରିଆ ଗାଁ ରେ ଯାଇ ଗରିବ ଶେଣୀ ନବୀନ ବେହେରା ତାଙ୍କର କିଡନୀ ଷ୍ଟୋନ ହୋଇଛି ଘରୁ ଯାଇ ତାଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ସହ କେନ୍ଦୁଝର ଜିଲ୍ଲା କିନ୍ନର ସଙ୍ଘ ତରଫରୁ ବଡ଼ବିଲ ସୋନମ ଗୁରୁମା ଉପସ୍ଥିତ ରହି ପଦ୍ମପୁର ର କେନ୍ଦୁଝର ଜିଲ୍ଲା ସଭାପତି ପ୍ରାଚୀ କିନ୍ନର,ଅନୁ କିନ୍ନର ନବୀନ ବେହେରା ଙ୍କୁ ଆର୍ଥିକ ସହାୟତା ପାଇଁ ଦଶ ହଜାର ଟଙ୍କା ସାହାଯ୍ୟ କରିଥିଲେ।କିନ୍ନର ସଙ୍ଘ ତରଫରୁ ମହାନ କାର୍ଯ୍ୟ ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଜୋର ହେଉଛି।