ନିମାପଡ଼ା ସାଇ ସନ୍ତୋଷି ମେଡିକାଲରେ ଖାଦ୍ୟ ଦବାରେରେ ଅବହେଳା

ନିମାପଡ଼ା: ଆଜି ଅଚାନକ ଗସ୍ତ ରେ ନିମାପଡ଼ା ସାଇ ସନ୍ତୋଷି ମେଡିକାଲ ଜାଇ ପହଞ୍ଚି ଥିଲି ଏବଂ ରୋଗୀ ମାନଙ୍କ ର କିପରି ‌ ଚିକିତ୍ସା ହ‌ଉଁଚି ରୋଗୀ ମାନଙ୍କୁ ଠାରୁ ପଚାରି ବୁଝିଥିଲି ରୋଗୀ ମାନଙ୍କର ଖାଦ୍ୟ ଦବାରେ ରେ ଅବଳୀତ ହ‌ଉ ଥିବା ରୁ‌ ରୋଗୀ ମାନେ କହିଛନ୍ତି ସେ ବିଷୟରେ ମେଡିକାଲ ର‌ କତୃପକ୍ଷ ଙ୍କ ସହିତ ଆଲୋଚନା କରି ଥିଲି ଆଗାମୀ ଦିନରେ ଏମିତି ଅସୁବିଧାର‌ ରୋଗୀ ମାନେସମ୍ମୁଖୀନ ହବନି‌ ବୋଲି ମେଡିକାଲ କତୃପକ୍ଷ କହିଛନ୍ତି