ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌: ୨ ଗୁରୁତର ଆହତ

ସାଲେପୁର କୁଆଁପାଳ ରାସ୍ତାର ହାଟ ନିକଟରେ ବାଇକ୍‌କୁ…

ସାଲେପୁର: ସାଲେପୁର କୁଆଁପାଳ ରାସ୍ତାର ହାଟ ନିକଟରେ ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ ଭ୍ୟାନ । ଏହ ସମୟରେ ବାଇକ୍‌ରେ ଦୁଇଜଣ ଥିଲେ । ଦୁର୍ଘଟଣା ଫଳରେ ଦୁଇଜଣ ଙ୍କୁ ପ୍ରଥମେ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତର କଟକ ବଡ଼ ମେଡ଼ିକାଲକୁ ପଠାଇ ଦେଇଛନ୍ତି। ତେବେ ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି ।