ଓଡିଶା ମାଟିରେ ଥାଇଲାଣ୍ଡ ଫଳ

ଖୋର୍ଦ୍ଧା,(ଏସ୍‌ ନ୍ୟୁଜ୍‌): ଓଡିଶା ମାଟିର ଫଳିଛି ଥାଇଲାଣ୍ଡ ଫଳ । ଥାଇଲାଣ୍ଡର ସବୁଠୁ ମିଠା କୋଳି ଫଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡର ସାନକୁମ୍ଭାରୀ ଗାଁ ମାଟିରେ । ଏଠିକାର ଯୁବ ଚାଷୀ ରମେଶ ଆଉ ସୁବାସ ଚାଷ କ୍ଷେତ୍ରରେ ନୂଆ କରିବାର ନିଶାରେ ଜମିରେ ଫଳାଇଛନ୍ତି ଥାଇଲାଣ୍ଡ ଫଳ ।

ଥାଇଲାଣ୍ଡର ବରକୋଳି, ଯାହା ଦେଖିବାକୁ ଠିକ ସେଓ ପରି ।