IPL2023: ପ୍ରଥମ ଦିନରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମାର୍ଚ୍ଚ ୩୧ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ସହିତ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ହେବାକୁ ସ୍ଥିର ହୋଇଛି। ଅପରାହ୍ନ ପାଞ୍ଚ ଟାରେ ଷ୍ଟାର ସ୍ପୋର୍ଟସରେ କାର୍ଯ୍ୟସୂଚୀ ଘୋଷଣା କରିଛି।

ଏଥର ମଧ୍ୟ ଟୁର୍ନାମେଣ୍ଟରେ ମୋଟ ୭୦ ଟି ମ୍ୟାଚ୍ ହେବ । ଗତଥର ଗୁଜୁରାଟ ଟାଇଟାନ୍ସ ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା। ସେ ପ୍ରଥମ ଥର ପାଇଁ ଆଇପିଏଲରେ ଖେଳିଥିଲେ। ସେ ପ୍ରଥମ ପ୍ରୟାସରେ ସଫଳ ହୋଇସାରିଛନ୍ତି ।