୧୧ ତମ ଆୟୁର୍ବେଦ ଦିବସ ପାଳିତ Pujarani Biswal Sep 23, 2026 0 ଖାରବେଳ ଭବନ, ଲୋକସେବା ଭବନ ଏବଂ ବିଧାନସଭାରେ ସ୍ଵାସ୍ଥ୍ୟ କ୍ୟାମ୍ପ, ସରକାରୀ ଆୟୁର୍ବେଦ କଲେଜରେ ପଦଯାତ୍ରା ଅନୁଷ୍ଠିତ