Browsing Category
Featured
Most Popular News , Odisha Latest News, Breaking News Odisha, Odisha Current Headlines, Odisha News Online
ଉର୍ଫି ଜାଭେଦଙ୍କୁ ଛାଡୁନି ବୋଲ୍ଡ ନିଶା
ମୁମ୍ବାଇ: ଉର୍ଫି ଜାବେଦ ବିଗ ବସ ହାଉସରୁ ବାହାରକୁ ଆସିବା ପରେ ସେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । କେବଳ ସେତିକି ନୁହେଁ ସେ ନିଜର…
ରାଉରକେଲାରେ ନକଲି ନୋଟ କାରଖାନା: ୧୬ ଲକ୍ଷ ଜବତ
ରାଉରକେଲା : ରାଉରକେଲା ସହରରେ ରାଜ୍ୟ ଏସଟିଏଫର ମୁଖ୍ୟ ଜୟନାରାୟଣ ପଙ୍କଜ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ରାଉରକେଲା ସେକ୍ଟର ୧୭…
ବିକଳ୍ପ ଖୋଜି ପାଉନି ବିସିସିଆଇ!
ମୁମ୍ବାଇ : ଏସିଆ କପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ ଦଳକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିସିସିଆଇ ମଧ୍ୟ ଚିନ୍ତାରେ…
ଭୟଙ୍କର ଦୁର୍ଘଟଣା: ଜଳି ଗଲେ ୧୮ ଯାତ୍ରୀ
ନୂଆଦିଲ୍ଲୀ: ବସ ଓ ଇନ୍ଧନ ବୋଝେଇ ଟ୍ୟାଙ୍କର ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ଜଳ ଗିଲେ ୧୮ ଯାତ୍ରୀ । ଉତ୍ତର…
ଭାରତ ଆମେରିକାର ସବୁଠୁ ଭଲ ବନ୍ଧୁ: ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଭାରତ ପ୍ରମେରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଭାରତ ଆଉ ଆମେରିକା ସବୁଠୁ ଭଲ ବନ୍ଧୁ…
ଆକ୍ସନ ମୁଡ୍ରେ ଯେଗୀ: ୧୫ ଅଫିସର ସସ୍ପେଣ୍ଡ
ଲକ୍ଷେ୍ନø: ହୋଟେଲରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍ରେ ଯେଗୀ ସରକାର । ଗତ ୫ ତାରିଖରେ ଲକ୍ଷେ୍ନøରେ ଥିବା ଲେଭନା ସୁଇଟ୍ସ ହୋଟେଲ…
‘ସୂର୍ଯ୍ୟ ୪୨’ରେ ବଲିଉଡ ଅଭିନେତ୍ରୀ ଦିଶା
ମୁମ୍ବାଇ: ସାଉଥ ସୁପରଷ୍ଟାର ସୂର୍ଯ୍ୟାଙ୍କ ଅପକମିଙ୍ଗ ଫିଲ୍ମ ‘ସୂର୍ଯ୍ୟା ୪୨’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ…
ଅଜଣା ରୋଗରେ ମୃତ୍ୟୁର କାରଣ ମଦ୍ୟପାନ : ସିଡିଏମଓ
ମାଲକାନଗିରି :ମାଲକାନଗିରି ଜିଲ୍ଲା ମାଥିଲିବ୍ଳକ ହଳଦୀକୁଣ୍ଡ ଅଞ୍ଚଳରେ ଅଜଣା ରୋଗରେ ଲୋକେ ମୃତ୍ୟୁ ବରଣ କରୁଥିବା ପଛରେ ରହିଛି ମଦ ଏବଂ…
ଡାଳ ଖାଇ ୩ ଦିନ ଛେଳି ଅଟକ
ଖଲ୍ଲିକୋଟ: ଡାଳ ଖାଇଲା ବୋଲି ୩ ଦିନ ବନ କର୍ମଚାରୀଙ୍କ ଅଫିସରେ ଛେଳି ଅଟକ ଅଛି । ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା…
ଆସନ୍ତା ୧୪ରେ ପୁଣି ହାଜର ପାଇଁ ଜ୍ୟାକଲିନଙ୍କୁ ନୋଟିସ
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ୧୪ ସେପ୍ଟେମ୍ବରରେ ତାଙ୍କୁ ହାଜର....