Browsing Category
Featured
Most Popular News , Odisha Latest News, Breaking News Odisha, Odisha Current Headlines, Odisha News Online
ଦମୟନ୍ତୀ ମାଝୀ ହେଲେ ସିଏମସିର ଡେପୁଟି ମେୟର
କଟକ : କଟକ ମହାନଗର ନିଗମ (ସିଏମସି)ର ସର୍ବ କନିଷ୍ଠା ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ । ସେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର…
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବଜେଟ ଅଧିବେଶନ
ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବଜେଟ ଅଧିବେଶନ । ଅନ୍ୟପକ୍ଷରେ ଅଧିବେଶନ ଶେଷ ହେବା ପରେ ସୌଜନ୍ୟମୂଳକ ଭାବେ…
ଅଁଳାର ଲାଭ ଦାୟିକ ଗୁଣ ବିଷରେ ଜାଣନ୍ତୁ
ଅଁଳାକୁ ଫଳରେ ଚମତ୍କାରୀ ଗୁଣ ରହିଛି ଯାହା କେବଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇନଥାଏ ଏହା ରୋଗକୁ ସମୂଳେ ବିନାଶ କରିଥାଏ। ଏଥିରେ…
ଭଗବାନ ସୂର୍ଯ୍ୟ ଦେବତା ବୈଦିକ କାଳରୁ ଆଦି ଦେବତା ରୂପେ ପୂଜିତ l
ଓଡ଼ିଆ ମାନଙ୍କର ଶାମ୍ବ ଦଶମୀ, ବିରଞ୍ଚି ନାରାୟଣ ବ୍ରତ, ମାଘ ସପ୍ତମୀ ପରି ବିହାରୀ ମାନଙ୍କର " ଛଟ୍ ପୂଜା " ଅତ୍ୟନ୍ତ ପ୍ରସିଦ୍ଧ ସୂର୍ଯ୍ୟ…
ପନିପରିବା ଚାଷ ।
ପନିପରିବା ଚାଷ ହେଉଛି ମାନବ ବ୍ୟବହାର ପାଇଁ ପନିପରିବା ବୃଦ୍ଧି । ଏହି ଅଭ୍ୟାସ ବୋଧହୁଏ ଦଶ ହଜାର ବର୍ଷ ପୂର୍ବେ ଦୁନିଆର ଅନେକ ଭାଗରେ…
ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଓ ଆନ୍ତରିକତା ଅଭାବ କାରଣରୁ ୮୦ ରୁ ୯୦% ବର୍ଷା ଜଳ ବ୍ୟବହାର…
ଭୁବନେଶ୍ୱର : ଗ୍ରୀଷ୍ମ ରୁତୁ ଆରମ୍ଭରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବର୍ତମାନ ଜଳ ସମସ୍ୟା ଦେଖାଦେଉଛି । ରାଜ୍ୟର ସବୁ ନଦୀ, ନାଳ ଏକ…
ବଲାଙ୍ଗୀର ଜିଲ୍ଲା ପୂର୍ବତନ ସଭାପତି ଭକ୍ତବନ୍ଧୁ ନାୟକଙ୍କଅକାଳ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର, ତା.୦୭/୦୪:ବଲାଙ୍ଗୀର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକଙ୍କ ଅକାଳ…
ମାନବିକ ଅଧିକାର ପରିଷଦରୁ ହଟିବ ରୁଷିଆ!
ରୁଷିଆକୁ ମାନବିକ ଅଧିକାର ପରିଷଦରୁ ହଟାଇବା ନେଇ UNରେ ହେବ ଭୋଟିଂ
ଆଜି ସଂଧ୍ୟା ସାଢେ ୭ଟାରେ ଭୋଟିଂ। ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି…
ଦେଶରେ ଆଉ ନୂଆ ପଜିଟିଭ୍ ୧,୦୩୩ ; ୪୩ ମୃତ
ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ କରୋନାର ଦୈନିକ ସଂକ୍ରମଣ ୧ ହଜାର ତଳକୁ ରହିଥିବା ବେଳେ ପୁଣି ଏହା ୧ ହଜାର ଅତିକ୍ରମ କରୁଥିବା…
ଭାରତରେ ପହଞ୍ôଚଲା ପ୍ରଥମ ଇଏକ୍ସ ଭାରିଆଣ୍ଟ
ମୁମ୍ବାଇ : ଭାରତରେ ପହଞ୍ôଚଲା ପ୍ରଥମ ଓମକ୍ରିନ ଭୂତାଣୁର ଇଏକ୍ସ ଭାରିଆଣ୍ଟ । ମୁମ୍ବାଇର ଜଣେ ବ୍ୟକ୍ତିଙ୍କଠାରେ ଏହି ଭୁତାଣୁ ଚିହ୍ନଟ…