ଗତ ୨୪ ଘଣ୍ଟାରେ ମଧ୍ୟରେ ଆଉ ୧୬,୫୬୧ କରୋନା ସଂକ୍ରମିତ ଚିହ୍ନଟ
ଏହାମଧ୍ୟରେ ସଂକ୍ରମଣର ହାର ୫.୪୪ ପ୍ରତିଶତରେ ପହଞ୍ଚିଛି....
ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର
ତାଙ୍କୁ ଭାରତ ନିଶ୍ଚିତ କରିଥିଲା ଯେ ମାନବିକ ସହାୟତାର ପରବର୍ତୀ ସାମଗ୍ରୀ ଶୀଘ୍ର ଆସିବ.....
ଜାମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା: ୨ ମୃତ
ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବାହନଙ୍କ ଭିଡ ଜମିଛି....
ଚିଡିଆଖାନାରୁ କମ ଦାମରେ ସିଂହ ବିକୁଛି ପାକିସ୍ତାନ!
ତେଣୁ ଏମାନଙ୍କୁ ବିକ୍ରି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା....
ବାପା ହେଲେ ଅଭିନେତା ଧୀରଜ
ପ୍ରଶଂସକ ତଥା ସେଲିବ୍ରେଟମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି....
ବିସିସିଆଇ ରାହୁଲଙ୍କ ଫିଟିନେସ ଟେଷ୍ଟ କରିବ
ଏବେ ଏସିଆ କପ ପାଇଁ ତାଙ୍କୁ ପୁଣିଥରେ ଟିମ ଇଣ୍ଡିଆରେ ସ୍ଥାନ ଦିଆଯାଇଛି.....
ଏସିଆ କପରେ ରୋହିତ-କୋହଲି ଓପନିଂ କରିବେ !
ପଟେଲ କହିଛନ୍ତି ଯେ କୋହଲି ଯଦି ଓପନିଂ କରନ୍ତି ତେବେ ତାଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ.....
ତାଲିବାନର ବର୍ବରତା: ବଜାରରେ ହସିବାରୁ ଯୁବତୀଙ୍କୁ ମାଡ
କୌଣସି ସ୍ଥାନକୁ ବିନା ପୁରୁଷରେ ଯିବା ପାଇଁ ବାରଣ ମଧ୍ୟ କରାଯାଉଛି....
ଏନକାଉଣ୍ଟରରେ ୩ ଆତଙ୍କୀ ସଫା
ଜାମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁସାରେ ଆତଙ୍କୀଙ୍କ ଉଦ୍ଧାର ହୋଇଛି....