ହେଲିକପ୍ଟର କ୍ରାସରେ ଦୁଇ ପାଇଲଟଙ୍କ ମୃତ୍ୟୁ
ତେଲେଙ୍ଗାନା : ତେଲେଙ୍ଗାନାର ନଲଗୋଣ୍ଡାରେ ହେଲିକପ୍ଟର କ୍ରାସ ହୋଇ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଯେ,…
ଚୀନ ଟାର୍ଗେଟରେ ତାଇୱାନ!
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଏବେ ଚୀନ ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି ଆଶା କରାଯାଉଛି । ଚୀନର ୯ ଲଢ଼ୁଆ ବିମାନ…
ୟୁକ୍ରେନ୍ ଉପରେ ଋଷର ଭିଟୋକୁ ନିନ୍ଦା କଲେ ୫୦ଟି ରାଷ୍ଟ୍ର
ପ୍ରାୟ ପଚାଶଟି ରାଷ୍ଟ୍ର ଶନିବାର ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ ୟୁକ୍ରେନରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ…
ମନୋଜ ମହାପାତ୍ର ଅଲ୍ ସାଲଭେଡର ରାଷ୍ଟ୍ରଦୂତ
ଭୁବନେଶ୍ୱର : ଭାରତୀୟ ବିଦେଶ ସେବା(ଆଇଏଫ୍ଏସ୍) ଅଧିକାରୀ ଓଡ଼ିଶା ଜନ୍ମିତ ୨୦୦୦ ବ୍ୟାଚ୍ ଡ. ମନୋଜ ମହାପାତ୍ର ଉତ୍ତର ଆମେରିକୀୟ ରାଷ୍ଟ୍ର…
ଭାରତ ସହାୟତା ଆଶାରେ ରୁଷ୍
ମସ୍କୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନ୍ଙ୍କ ସହିତ କଥାବାର୍ତ୍ତା କରିଥିଲେ। ଶୁକ୍ରବାର…
କୋଭିଡ୍ ରେ ପିତାମାତାଙ୍କୁ ହରାଇଛନ୍ତି ୧.୯ ନିୟୁତ ଶିଶୁ
ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ସାରା ବିଶ୍ୱକୁ ଦେଇଛି ଅନେକ ଦୁଃଖ ଓ ଯନ୍ତ୍ରଣା । ଆର୍ଥିକ, ସାମାଜିକ, ସାଂସ୍କୃତିକ ତଥା ବିଭିନ୍ନ…
ଦିଲ୍ଲୀ-ଏନ୍ସିଆର: ତୁଷାରପାତ ସହ ବର୍ଷା
ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ନୂଆଦିଲ୍ଲୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଦିଲ୍ଲୀରେ ପୁଣି ଥରେ…
ରୋହିତଙ୍କ ନାମରେ ଟି-୨୦ କ୍ରିକେଟରେ ସର୍ବାଧିକ ସ୍କୋର
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଯାଇଛି । ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଲକ୍ଷେ୍ନøରେ…
କୋଭିଡ କଟକଣା ନେଇ ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ ସଂକ୍ରମଣ ଦ୍ରୁତ ଗତିରେ ହ୍ରାଇ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର କୋଭିଡ…
ମୀରାବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ : ଭାରତର ଭାରୋତ୍ତଳନରେ ମୀରାବାଇ ଚାନୁ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସିଙ୍ଗାପୁର ଭାରୋତ୍ତଳନ…