ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର, ଗ୍ୟାସ ଲିକ୍ ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ
ଛତ୍ରପୁର(ଏସ୍ ନ୍ୟୁଜ):ଛତ୍ରପୁର: ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର।ଛତ୍ରପୁର ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।!-->…
ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ହେବ ୮ ଲେନ ବିଶିଷ୍ଟ ରାସ୍ତା
ଭୁବନେଶ୍ବର(ଏସ୍ ନ୍ୟୁଜ):ରାଜଧାନୀ ରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍!-->…
୨୫ ବର୍ଷ ପରେ ପୁଣି ଆରମ୍ଭ ହେଲା ପୁଣି ଟ୍ୟାଗିଂ
ବ୍ରହ୍ମପୁର(ଏସ୍ ନ୍ୟୁଜ):: ଅଲିଭ ରିଡଲେଙ୍କ ଗତିବିଧି ଉପରେ ନଜର ରଖାଯାଇଚି। ସମୁଦ୍ର ଭିତରେ ଅଲିଭ ରିଡଲେ କ’ଣ କରୁଛନ୍ତି, ଏବାବଦରେ!-->…
ଖୋଲିଲା ଉଚ୍ଚଶିକ୍ଷାନୁଷ୍ଠାନ : ପ୍ରଥମଦିନ କମିଲା ଉପସ୍ଥାନ, ବଢୁଛି ଉତ୍ସାହ
ଭୁବନେଶ୍ବର(ଏସ୍ ନ୍ୟୁଜ): କରୋନା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଉଚ୍ଚଶିକ୍ଷାନୁଷ୍ଠାନ ସୋମବାରଠାରୁ ଖୋଲିଛି। ଛାତ୍ରଛାତ୍ରୀ!-->…
ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା କୋଭିିସିଲ୍ଡ
ଭୁବନେଶ୍ବର(ଏସ୍ ନ୍ୟୁଜ) । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା ।ଆସନ୍ତା ୧୬ରେ!-->…
ବିବାହ ଶେ।ଭାଯାତ୍ରାକୁ ଅନୁମତି:ଏସଆରସିଙ୍କ ନୂଆ ଗାଇଡଲାଇନ୍
ଭୁବନେଶ୍ବର(ଏସ୍ ନ୍ୟୁଜ) : ବିବାହ ଶୋଭାଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍!-->…
ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ।
ଭୁବନେଶ୍ବର(ଏସ୍ ନ୍ୟୁଜ) : ଦୀର୍ଘବର୍ଷ ହେଲା ଶ୍ରୀଲିଙ୍ଗରାଜଙ୍କ ଜମିରେ ଘର କରି ରହି ଆସୁଥିବା ଲୋକଙ୍କୁ ଏକାମ୍ର କ୍ଷେତ୍ର ବିକାଶ!-->…
ମକର ସଂକ୍ରାନ୍ତି ରେ ଉଡିବନି ଗୁଡ଼ି
ଗଜପତି(ଏସ୍ ନ୍ୟୁଜ):ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ!-->!-->!-->…
ଭଦ୍ରକ ଜିଲାରେ ମହିଳାଙ୍କୁ ବୀଭତ୍ସ ହତ୍ୟା
ଭଦ୍ରକ(ଏସ୍ ନ୍ୟୁଜ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି।!-->…
ଅସିତ୍ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ଡିସେମ୍ବର ୩୧ ତାରିଖରେ ଅବସର ପରେ ଆଜି ନୂଆ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ!-->…