ଆସନ୍ତାକାଲିଠାରୁ ୪ର୍ଥ ଟେଷ୍ଟ

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ|ଏବେ ସିରିଜ ୧-୧ରେ ଥିବାବେଳେ ୪ର୍ଥ ଟେଷ୍ଟ ହିଁ ବର୍ଡର ଗାଭାସ୍କର ଟ୍ରଫିର ବିଜେତା ନିର୍ଣ୍ଣୟ କରିବ ।ତେବେ ୩ୟ ଟେଷ୍ଟରେ ଲଢୁଆ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଏବେ ଏକ ବଡ଼ ସମସ୍ୟାରେ ପଡ଼ିଯାଇଛି । କାରଣ ଦଳର କେତେକ ପ୍ରମୁଖ ଖେଳାଳି ଆହତଜନିତ ସମସ୍ୟାରେ ପଡ଼ିଯାଇଛନ୍ତି । ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ତଥା ଶେଷ ମ୍ୟାଚ ।ଚୂଡ଼ାନ୍ତ ଏକାଦଶରେ କାହାକୁ ଖେଳାଯିବ ସେ ନେଇ ନିଷ୍ପତ୍ତି ହୋଇପାରୁନାହିଁ । ଏଥିପାଇଁ ଟିମ ମ୍ୟାନେଜମେଣ୍ଟ ଆଜି ହେବାକୁ ଥିବା ଚୂଡ଼ାନ୍ତ ଏକାଦଶ ତାଲିକା ଘୋଷଣା କରିନାହିଁ । ଏହି ଘୋଷଣା ଆସନ୍ତା କାଲି ମ୍ୟାଚ ଆରମ୍ଭ ପୂର୍ବରୁ କରାଯିବ ।