160×600
160×600

୧୨ ବୋତଲ ମଦ ପିଇଦେଲେ ମୂଷା

ତାମିଲନାଡୁ : ତାମିଲନାଡୁର ନୀଳଗିରି ଜିଲ୍ଲା ଅନ୍ତର୍ଗତ ଗୁଡାଲୁରରେ ଥିବା ସରକାରୀ ମଦ ୋକାନରେ ମୂଷାଙ୍କ ଉତ୍ପାତ ଦେଖିବାକୁ ମିଳିଛି ମୂଷାମାନେ ଦୋକାନରେ ଥିବା ମଦରୁ ୧୨ଟି ବୋତଲ (କ୍ୱାଟ୍‌) ପିଇ ସଫା କରିଦେଇଛନ୍ତି । ଲକ୍‌ଡାଉନ ଯୋଗୁଁ ଦୀର୍ଘଦିନ ବନ୍ଦ ରହିବାପରେ ସୋମବାର ଏହାକୁ ଖୋଲାଯାଇଥିଲା । ତେବେ ୧୨ଟି ବୋତଲର ଠିପି କଣା କରାଯାଇଥିବାବେଳେ ସେଥିରେ ଠୋପେ ମଦ ନଥିବା ଜଣାପଡିଥିଲା । ଏଥିଯୋଗୁଁ ୧୮ ହଜାର ଟଙ୍କାର କ୍ଷତି ହୋଇଥିବା କୁହାଯାଇଛି ।