ଉତ୍ତର ପ୍ରଦେଶର ଚନ୍ଦୋସି ଠାରେ ଶୀତଳ ଭଣ୍ଡାରରେ ଦୁର୍ଘଟଣାଜନିତ ପ୍ରାଣହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପିଆଇବି, ଭୁବେନେଶ୍ଵର : ଉତ୍ତରପ୍ରଦେଶର ଚନ୍ଦୋସି ଠାରେ ଶୀତଳ ଭଣ୍ଡାରରେ ଦୁର୍ଘଟଣା କାରଣରୁ ପ୍ରାଣହାନିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରିଛି ;

” ଉତ୍ତରପ୍ରଦେଶର ଚନ୍ଦୋସି ଠାରେ ଶୀତଳ ଭଣ୍ଡାରରେ ଘଟିଥିବା ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ । ପ୍ରାଣ ହରାଇଥିବା ଲୋକ ମାନଙ୍କ ପରିବାର ପ୍ରତି ମୋର ସମବେଦନା । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ମୁଁ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମୁଁ କରୁଛି । ପ୍ରଧାନମନ୍ତ୍ରୀ”