ଦିଲ୍ଲୀ-ମସ୍କୋ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ Shaksi News Apr 8, 2022 0 ନୂଆଦିଲ୍ଲୀ : ଦିଲ୍ଲୀ-ମସ୍କୋ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ । ପୂର୍ବ ନିର୍ଦ୍ଧାରିତ ସମସ୍ତ ଉଡାଣକୁ ବନ୍ଦ କରିବାକୁ ନିଷ୍ପତ୍ତି…
ଏହି କାରଣ ପାଇଁ ବିଜେପି ପାଳୁଛି ୪୨ ତମ ପ୍ରତିଷ୍ଠା ଦିବସ Shaksi News Apr 8, 2022 0 ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ୪୨ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଦିଲ୍ଲୀର ମୁଖ୍ୟାଳୟରେ ବିଜେପି…
ଆତଙ୍କବାଦୀ ମୁକ୍ତ ହେବ ଜାମ୍ମୁ-କାଶ୍ମୀର! Shaksi News Apr 8, 2022 0 ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ସୀମାରେ ଏବେ ଆତଙ୍କବାଦୀଙ୍କ ବିପକ୍ଷରେ ଅପରେସନ୍ ଜୋରଦାର କରାଯାଉଛି । ଗତ କିଛି ମାସ ମଧ୍ୟରେ ଅନେକ…
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବଜେଟ ଅଧିବେଶନ Shaksi News Apr 8, 2022 0 ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବଜେଟ ଅଧିବେଶନ । ଅନ୍ୟପକ୍ଷରେ ଅଧିବେଶନ ଶେଷ ହେବା ପରେ ସୌଜନ୍ୟମୂଳକ ଭାବେ…
ମାନବିକ ଅଧିକାର ପରିଷଦରୁ ହଟିବ ରୁଷିଆ! Shaksi News Apr 7, 2022 0 ରୁଷିଆକୁ ମାନବିକ ଅଧିକାର ପରିଷଦରୁ ହଟାଇବା ନେଇ UNରେ ହେବ ଭୋଟିଂ ଆଜି ସଂଧ୍ୟା ସାଢେ ୭ଟାରେ ଭୋଟିଂ। ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି…
ଦେଶରେ ଆଉ ନୂଆ ପଜିଟିଭ୍ ୧,୦୩୩ ; ୪୩ ମୃତ Shaksi News Apr 7, 2022 0 ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ କରୋନାର ଦୈନିକ ସଂକ୍ରମଣ ୧ ହଜାର ତଳକୁ ରହିଥିବା ବେଳେ ପୁଣି ଏହା ୧ ହଜାର ଅତିକ୍ରମ କରୁଥିବା…
ଭାରତରେ ପହଞ୍ôଚଲା ପ୍ରଥମ ଇଏକ୍ସ ଭାରିଆଣ୍ଟ Shaksi News Apr 7, 2022 0 ମୁମ୍ବାଇ : ଭାରତରେ ପହଞ୍ôଚଲା ପ୍ରଥମ ଓମକ୍ରିନ ଭୂତାଣୁର ଇଏକ୍ସ ଭାରିଆଣ୍ଟ । ମୁମ୍ବାଇର ଜଣେ ବ୍ୟକ୍ତିଙ୍କଠାରେ ଏହି ଭୁତାଣୁ ଚିହ୍ନଟ…
ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ସ୍ୱାଗତଯୋଗ୍ୟ- ଧର୍ମେନ୍ଦ୍ର ପ୍ରଧାନ Shaksi News Apr 7, 2022 0 ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦିଲ୍ଲୀ…
କୋଭିଡ ପରିଚାଳନାରେ ଭାରତ ସରକାରଙ୍କୁ ଆଇଏମଏଫର ପ୍ରଶଂସା Shaksi News Apr 7, 2022 0 ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ପ୍ରଶଂସା କରିଛନ୍ତି । କୋଭିଡ…
ଶ୍ରୀଲଙ୍କାରେ ଥମୁନି ରାଜନୈତିକ ସଙ୍କଟ Shaksi News Apr 7, 2022 0 ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ…