ଗତ ୨୪ ଘଣ୍ଟ।ରେ ର।ଜ୍ୟରେ ଆଉ ୬୦ ପଜିଟିଭ୍ ଚିହ୍ନଟ Shaksi News Mar 23, 2022 0 ଭୁବନେଶ୍ୱର: ର।ଜ୍ୟରେ କମୁଛି କରୋନ। ସଂକ୍ରମଣ । ଲଗ।ତର କିଛିଦିନ ହେବ ର।ଜ୍ୟରେ ଶହେ ତଳେ ରହୁଛି କରୋନ। ସଂକ୍ରମିତଙ୍କ ସଂଖ୍ୟ। । ଗତ ୨୪…
ସରିଲା ନିର୍ବାଚନ ପ୍ରଚାର,ଆସନ୍ତା ୨୪ ୧୦୬ ପୌରପାଳିକା, ୩ ମହାନଗର ପାଇଁ ହେବ ମତଦାନ Shaksi News Mar 23, 2022 0 ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ।…
ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ Shaksi News Mar 23, 2022 0 ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ପାଇଁ ଛୁଟି ରହିବ । ପୌର ନିର୍ବାଚନ ପାଇଁ ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା…
ମା’ ହେବେ ଅଭିନେତ୍ରୀ ସୋନମ Shaksi News Mar 22, 2022 0 ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ଏନେଇ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସୋନମ ।…
କର୍କଟ ପୀଡିତ ଶିଶୁ ପୁତ୍ର ଲାଗି ଅର୍ଥ ବାଧକ Shaksi News Mar 22, 2022 0 କଟକ : ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ଜଣେ କର୍କଟ ପୀଡିତ ଶିଶୁ ପୁତ୍ର ଚିକିତ୍ସା ଲାଗି…
ଚୀନ ବିମାନ କ୍ରାସ Shaksi News Mar 22, 2022 0 ନୂଆଦିଲ୍ଲୀ: ଚୀନରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବୋଇଂ ୭୩୭ ବିମାନ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ତେବେ ଏହି ବିମାନରେ…
୧୦୦ କୋଟିରେ ‘ଦି କାଶ୍ମୀର ଫାଇଲ’ Shaksi News Mar 22, 2022 0 ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଏହି ଚଳଚ୍ଚିତ୍ର୍ରରେ କାଶ୍ମୀରୀ ପଣ୍ଡିତଙ୍କ କାହାଣୀ…
ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ଆଉ ୪ ଅଭିଯୁକ୍ତ ଗିରଫ Shaksi News Mar 22, 2022 0 ପୁରୀ: ଶ୍ରୀମନ୍ଦିର ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା । ଘଟଣାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି…
ଜାମ୍ମୁ-କଶ୍ମୀରରେ ବିକାଶ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି : କେନ୍ଦ୍ର ଗୃହମନ୍ତ୍ରୀ Shaksi News Mar 22, 2022 0 ନୂଆଦିଲ୍ଲୀ: ଦେଶରେ ପୂର୍ବୋତ୍ତର, ଜାମ୍ମୁ କଶ୍ମୀର ଓ ମାଓ ପ୍ରଭାବିତ ଅଞ୍ଚଳରେ ଆଗାମୀ ଦିନରେ ସ୍ଥାୟୀ ଶାନ୍ତି ଆସିବ ବୋଲି କେନ୍ଦ୍ର…
ବସ ଦୁର୍ଘଟଣାରେ ଦୁଇ ମୃତ Shaksi News Mar 22, 2022 0 ନୂଆଦିଲ୍ଲୀ : ଦିଲ୍ଲୀ-ଅଲୱର ରାସ୍ତାର ସାଲମ୍ବା ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ହରିୟାଣାର ନୁଙ୍ଗହରେ ଏକ ଦ୍ରୁତଗାମୀ ବସ…