ବଡ଼ବିଲରେ ଚାଲିଥିବା ୧୬ ବର୍ଷରୁ କମ ଟାଇଗର୍ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଚାଲିଥିବା ୧୬ ବର୍ଷରୁ…

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଚାଲିଥିବା ୧୬ ବର୍ଷରୁ କମ ଟାଇଗର୍ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଡ଼ବିଲ ରାଜୀବ ବିହାରରେ ଅବସ୍ଥିତ ବଡ଼ବିଲ ଟାଇଗର୍ସ ପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଗତ ଏକ ସପ୍ତାହ ଧରି ଚାଲିଥିଲା, ଓଡିଶା ଓ ଝାଡଖଣ୍ଡ ରାଜ୍ୟର ୪ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ସଚିନ୍ ଟିମ୍ ଚମ୍ପିଆନ ହୋଇଛି, ସ୍ଥାନୀୟ ଅଞ୍ଚଳରେ କ୍ରିକେଟ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିବା ବଡ଼ବିଲ ଟାଇଗର୍ସ ଫାଉଣ୍ଡେସନର ସଂଯୋଜକ ରାମପାଲ ଚୌଧୁରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ବଡ଼ବିଲ ଧୋନି ଟିମର ଅକ୍ଷତ ସିଂ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ।