ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା Shaksi News Mar 28, 2022 0 ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଦଳର ସଭାପତି ଅରବିନ୍ଦ କେଜ୍ରରିୱାଲ ସରକାର ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ…
ପଶ୍ଚିମବଙ୍ଗକୁ ରାଷ୍ଟ୍ରପତି ଶାସନ ଦରକାର: ରୂପା ଗାଙ୍ଗୁଲୀ Shaksi News Mar 28, 2022 0 ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡକୁ ନେଇ ଆଜି ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଛି । ବିଜେପି ସାଂସଦ ରୂପା ଗାଙ୍ଗୁଲୀ ଏହି…
ଆଜି ପୁଣି ବଢ଼ିଲ। ପେଟ୍ରେ।ଲ ଡିଜେଲ ଦର Shaksi News Mar 28, 2022 0 ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଲ। ପେଟ୍ରେ।ଲ ଡିଜେଲ ଦର । ୭ମ ଦିନରେ ଷଷ୍ଠ ଥର ପାଇଁ ପୁଣି ତୈଳ ଦର ଦେଶରେ ବୃଦ୍ଧି କରାଯାଇଛି । ଲଗ।ତର ୫ମ…
ପୁରୁଣା ମାମଲାରେ ଦିଗବିଜୟଙ୍କୁ ଜେଲ ଦଣ୍ଡ Shaksi News Mar 28, 2022 0 ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମଚନ୍ଦ୍ର ଗୁଡୁଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଏକ ବର୍ଷ…
ଯୋଗୀଙ୍କୁ ଶୁଭେଚ୍ଛା ସହ ଟାର୍ଗେଟ କଲେ ଅଖିଳେଶ Shaksi News Mar 28, 2022 0 ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବୃହତ୍ତ ବିଜୟ ସହ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ…
ପୋଲାଣ୍ଡରୁ ପୁଟିନଙ୍କୁ ଚେତାବନୀ ଦେଲେ ବାଇଡେନ Shaksi News Mar 28, 2022 0 ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ଏହି ଲଢେଇ ଚାଲିଛି । ଏହି…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ Shaksi News Mar 28, 2022 0 ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲାମାବାଦରେ ତାଙ୍କ ଦ୍ୱାରା ଡକାଯାଇଥିବା ସାର୍ବଜନିକ ରାଲିରେ ପ୍ରଧାନମନ୍ତ୍ରୀ ପଦ…
ବସ ଦୁର୍ଘଟଣାରେ ୭ ମୃତ Shaksi News Mar 28, 2022 0 ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲା ଭାକରପେଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିବାହ ପାଇଁ ଯାତ୍ରୀଙ୍କୁ ନେଇ…
‘ଦି କଶ୍ମୀର ଫାଇଲ୍ସ’କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ Shaksi News Mar 28, 2022 0 ନୂଆଦିଲ୍ଲୀ : ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି ।…
ପୁଣି ଗ୍ରାହକଙ୍କୁ ଝଟକା: କ୍ରମାଗତ ବଢିଚାଲିଛି ତୈଳ ଦର Shaksi News Mar 28, 2022 0 ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ଝଟକା । ଦେଶରେ ପୁଣି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୫୫ ପଇସା ବୃଦ୍ଧି ହୋଇଛି । ଦେଶରେ ଲଗାତାର…