ଜି-୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର ଆଜି ଚେନ୍ନାଇ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ…
ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ବରିଷ୍ଠ ଆରଏସଏସ ନେତା ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ…
‘ଜାମିଆ ମିଲିଆ ଇସଲାମିଆ’ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହ
ଅସହମତିକୁ ବିରୋଧାଭାସରେ ପରିଣତ କରିବା ଗଣତନ୍ତ୍ର ପାଇଁ କୌଣସି ଅଭିଶାପ ଠାରୁ କମ୍ ନୁହେଁ । ଗୋଟିଏ ଛାତ ତଳେ ବିରୋଧ ଏବଂ ଅସହମତି…
ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ,…
ମଣିପୁର ହିଂସା ଖୋଜୁଚି ରାଜ୍ୟସଭାର ନିୟମ ୨୬୭ ଓ ୧୭୬?
ରାଜ୍ୟସଭାର ନିୟମ ପୁସ୍ତିକା (ପୃଷ୍ଠା-୯୨) ନିୟମ ୨୬୭ ମୁତାବକ ରାଜ୍ୟସଭାର ଯେକୌଣସି ସଭ୍ୟ ଦେଶର ନିହିତ ସ୍ୱାର୍ଥକୁ ପ୍ରାଥମିକତା ଦେଇ…
ରହସ୍ୟମୟୀ ଚିଠି: ୫୪ ବର୍ଷ ପରେ ଠିକଣା ଜାଗାରେ ପହଂଚିଲା
୫୪ ଘଂଟା ନୁହେଁ, ୫୪ ଦିନ ନୁହେଁ, ୫୪ ମାସ ନୁହେଁ । ଗୋଟିଏ ଚିଠିକୁ ତା’ର ଠିକଣା ଜାଗାରେ ପହଂଚିବାକୁ ଲାଗିଗଲା ଦୀର୍ଘ ୫୪ ବର୍ଷ ।…
‘ସିଗ୍ନାଲ ତ୍ରୁଟି’ ରେଳ କର୍ମଚାରୀଙ୍କ ଅବହେଳାରୁ ଘଟିଛି ଦୁର୍ଘଟଣା; ଦାୟୀ ୭…
ନୂଆଦିଲ୍ଲୀ : ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)ଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ବାହାନଗା ରେଳଷ୍ଟେସନ ଉତ୍ତର ସିଗନାଲ ଗୁମୁଟିରେ…
ଜି-୨ଠ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀମାନଙ୍କ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
ମୁଁ ଐତିହାସିକ ଏବଂ ଜୀବନ୍ତ ସହର ଇନ୍ଦୋର ଠାରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି । ଏହା ଏକ ଏମିତି ସହର ଅଟେ ଯାହା ନିଜର ପରିପକ୍ୱ ସମୃଦ୍ଧ…
ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ…
ପାକ୍ ମହିଳା ସୀମା ‘ଏ ଘର ମାଉସୀ, ସେ ଘର ପିଇସି’
ଦୁଇଦିନ ହେଲାଣି ପାକିସ୍ତାନୀ ମହିଳା ସୀମା ହୈଦର ଓ ତାଙ୍କର ପ୍ରେମିକ ସଚିନଙ୍କୁ ଜେରା କରୁଛି ୟୁପି ଏଟିଏସ । ପ୍ରାୟ ୧୮ ଘଂଟାର ଜେରା…