ରାଜଧାନୀରେ ବାୟୁ ପ୍ରଦୂଷଣ ଲାଗି ସବୁ ସ୍କୁଲ ବନ୍ଦ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲାଗି ଶୁକ୍ରବାରଠୁ ସବୁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ!-->…
ଅଯୋଧ୍ୟାକୁ ବିସ୍ଫୋରଣ ଧମକ
ଅଯୋଧ୍ୟା : ଅଯୋଧ୍ୟାରେ ବିସ୍ଫୋରଣ ଧମକ ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ହୋଟେଲ ଓ ଧର୍ମଶାଳା, ବସ ଷ୍ଟେସନ ଓ ରେଲୱେ ଷ୍ଟେସନରେ!-->…
ମାଲଦ୍ୱୀପରେ ଇଲିଆନାଙ୍କ ବୋଲ୍ଡ ଅବତାର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ଏବେ ମାଲଦ୍ୱୀପରେ ଛୁଟି କାଟୁଛନ୍ତି । ଏନେଇ ସୋସିଆଲ ମିଡିଆରେ ତାଙ୍କ ଛୁଟିର ଝଲକ!-->…
ଏଣିକି ବିନା ଅନୁମତିରେ ଅନ୍ୟ କାହାର ଫଟୋ-ଭିଡିଓ ସେୟାର କରିପାରିବେନି
ନୂଆଦିଲ୍ଲୀ : ଏଣିକି ବିନା ଅନୁମତିରେ ଅନ୍ୟ କାହାର ଫଟୋ-ଭିଡିଓ ସେୟାର କରିପାରିବେନି । ଏନେଇ ପରିଚାଳନା କାର୍ଯ୍ୟଭାର ନେବା ପରାଗ ଏହି!-->…
ଗଦ୍ଦର-୨ରେ ପୁଣି ଏକାଠି ହେଲେ ସନ୍ନି-ଅମିଷା
ମୁମ୍ବାଇ: ଖୁବ୍ଶୀଘ୍ର ପରଦାକୁ ଆସିବ ସୁପରହିଟ୍ ଚଳଚ୍ଚିତ୍ର ଗଦ୍ଦର-୨ । ପୂର୍ବରୁ ରିଲିଜ୍ ହୋଇସାରିଥିବା ସୁପରହିଟ୍ ଚଳଚ୍ଚିତ୍ର!-->…
କଂଗ୍ରେସକୁ ଟାର୍ଗେଟ କଲେ ମମତା
ମୁମ୍ବାଇ: ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରୁଛନ୍ତି ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ ହଟାଇବା!-->…
ବିଳମ୍ବ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍!
ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଟୁରରେ ଗସ୍ତ କରିଥାନ୍ତା ଟିମ୍ ଇଣ୍ଡିଆ । କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ପାଇଁ!-->…
ଭାରତରେ ଖୁବଶୀଘ୍ର ବିନା ଛୁଞ୍ଚିରେ କୋଭିଡ ଟିକା ମିଳିବ
ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତରେ ବିନା ଛୁଞ୍ôଚରେ କୋଭିଡ ଟିକା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡାଇକୋଭ-ଡି ଉପଲବ୍ଧ ହେବ । ପ୍ରଥମେ ଏହି!-->…
ଗ୍ରାହକଙ୍କୁ ପୁଣି ଝଟକା : ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
ନୂଆଦିଲ୍ଲୀ : ସାଧାରଣ ଗ୍ରାହକଙ୍କୁ ବଡ ଝଟକା । ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ । ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ଗ୍ୟାସ!-->…
ବାଣ ବିସ୍ଫୋରଣରେ ୩ ମୃତ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ମୋହନପୁର ଗାଁରେ ଆବାସିକ କୋଠାରେ ଭୀଷଣ ବିସ୍ଫୋରଣ ଘଟିଛି । ଫଳରେ ୩ଜଣଙ୍କର!-->…