ରାଜନଗର ଡଙ୍ଗାବୁଡି ଘଟଣା ପରେ ମିଳିଲା ସେତୁ ପ୍ରତିଶ୍ରୁତି
କେନ୍ଦ୍ରାପଡା: ରାଜନଗର ଡଙ୍ଗାବୁଡି ଘଟଣା ପରେ ମିଳିଲା ସେତୁ ପ୍ରତିଶ୍ରୁତି । ଖୁବଶୀଘ୍ର ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବ ବିଜୁ ସେତୁ…
୨୧ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ଜାରି
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ବର୍ଷା ମଧ୍ୟ ଲାଗି…
ଗୋଳା ବାରୁଦ ବିସ୍ଫୋରଣରେ ଦୁଇ ଗୁରୁତର
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ସୂଚନା…
ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ
ପିଆଇବି, ଭୁବନେଶ୍ୱର : ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଚାଲିଛି । ଆଜି…
ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ୫ବର୍ଷ ହେଲା ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି…
ରତ୍ନଭଣ୍ଡାରର ମିଳିଥିବା ଡୁପଲିକେଟ୍ ଚାବି ଅସଲି ନାଁ ନକଲି! ତାହା ସାଧାରଣରେ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର
୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ
ମହାକାଳପଡାରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା, ତ୍ବରାନ୍ବିତ କରିବାକୁ ପରାମର୍ଶ
ଆଳିରେ ଡଙ୍ଗା ବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନକମ୍ପାମୂଳକ ସହାୟତା ଘୋଷଣା
୫୦ହଜାର ଟଙ୍କା ଲାଞ୍ଚ ମାମଲା : ବିଡିଓଙ୍କୁ ଜେଲ ଦଣ୍ଡାଦେଶ
ଜଗତସିଂପୁର: ଲାଞ୍ଚ ନେଇ ଧରାପଡିବା ପରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ । ଜଗତସିଂପୁର ଜିଲ୍ଲା ଏରସମାର ବିଡ଼ିଓ କୈଳାସ ଚନ୍ଦ୍ର…
ବଜ୍ରପାତରେ ଯୁବକଙ୍କ ମୃତ୍ୟୁ
ପିପିଲି : ଆଜି ସକାଳେ ପିପିଲିରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ବଜ୍ରପାତରେ ଚାଲି ଯାଇଛି ଜଣଙ୍କ ଜୀବନ। ମୃତକ ହେଲେ ତେଇଶିପୁର ପଞ୍ଚାୟତ…
ଓଡ଼ିଶାରେ ‘ବନ୍ଦେ ଭାରତ’ ଏକ୍ସପ୍ରେସର ପୁରୀରୁ ହାୱଡ଼ା ଟ୍ରାଏଲ ରନ୍
ଭୁବନେଶ୍ୱର: ଓଡ଼ିଶାରେ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍। ଆଜି ସକାଳ ୬ଟା ୧୦ରେ ପୁରୀ-ହାୱଡ଼ା ରୁଟରେ ଏହି ଟ୍ରେନ ଛାଡ଼ିଛି ।…