କମ୍ବିଂ ଅପରେସନ ସମୟରେ ବିଏସଏଫ୍ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ, (ଏସ୍ ନ୍ୟୁଜ): ଏକ ବଡ଼ଧରଣର ଅଘଟଣରୁ ବିଏସଏଫ୍ ଯବାନମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ