Browsing Tag
NATIONAL INTERNATIONAL
ଟେନିସ ଛାଡିଲେ ୧ନଂ ଟେନିସ ଖେଳାଳି
ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ଆଶ୍ଲିଗ ବାର୍ଟି ୨୫ ବର୍ଷ ବୟସରେ ଟେନିସରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏତେ…
ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଆସାମ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ତିନି ଦିନିଆ ଗସ୍ତରେ ଆସାମ ଯିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାରଠାରୁ…
ୟୁକ୍ରେନର ସବୁ ଏୟାର୍ ବେସ୍ ଧ୍ୱଂସ ସହ ଦୁଇଟି ସହର କବଜା କଲା ରୁଷିଆ
ନୂଆଦିଲ୍ଲୀ: ୟୁକ୍ରେନର ସୀମାନ୍ତ ଲୁହାଂସ୍କର ଦୁଇଟି ସହର କବଜାକୁ ନେଇଥିବା ରୁଷିଆ ଦାବି କରିଛି । ୟୁକ୍ରେନର ସବୁ ଏୟାର୍ ବେସ୍ ଧ୍ୱଂସ ସହ…
ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ବିବାଦକୁ ଦୃଷ୍ଟିରେ ରଖି ସୁରକ୍ଷା ପରିଷଦ ରାଷ୍ଟ୍ରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବାର ଯୋଜନାକୁ…
୫ଟି ଋଷୀୟ ବ୍ୟାଙ୍କ ଉପରେ ରୋକ ଲଗାଇବ ବ୍ରିଟେନ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ବଡ଼…