ନାମିବ୍ୟା ଚିତା ତିନୋଟି ଛୁଆକୁ ଜନ୍ମ ଦେଲା Shaksi News Jan 4, 2024 କୁନୋ: ନାମିବ୍ୟାରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିବା ଚିତା ‘ଆଶା’ ଇତି ମଧ୍ୟରେ ତିନୋଟି ଛୁଆ ଜନ୍ମ କରିଛି ।…
ହତଭାଗ୍ୟ ଭାରତୀୟ: କଟିଗଲା ଆମେରିକା ନାଗରିକତା Shaksi News Dec 1, 2023 Unfortunate Indian: Loses US citizenship
ଅଷ୍ଟ୍ରେଲିଆ ହାତକୁ ବିଶ୍ୱକପ୍ ଟେକି ଦେଇଛି ଭାରତ Shaksi News Nov 20, 2023 ଚଳିତ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ହାତକୁ ବିଶ୍ୱକପ୍ ଟେକି ଦେଇଛି ଭାରତ । ଫାଇନାଲ ମ୍ୟାଚ୍ ଦେଖିଲେ ଠିକ୍ ସେମିତି ମନେ ହେଉଥିଲା ।…
ଭାରତର ନାକତଳେ ଚୀନ୍ ନୌସେନା, ଆଣ୍ଡାମାନକୁ ବିପଦ Shaksi News Nov 16, 2023 ବେଜିଂ: ଭାରତକୁ ଚାରିପଟୁ ଘେରିବା ପାଇଁ ଚୀନ ତା’ର ଉଦ୍ୟମ ଜାରି ରଖିଛି । ଏସିଆ ମହାଦେଶର ଶକ୍ତିଶାଳୀ ଦେଶ ଭାବେ ପରିଚୟ ସୃଷ୍ଟି କରିବା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କଠିନ ପରୀକ୍ଷା Shaksi News Nov 2, 2023 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ କୂଟନୈତିକ ସଂପର୍କ ପୁଣି ଥରେ ଜନତାଙ୍କ କାଠଗଡ଼ାରେ ଠିଆ ହୋଇଛି । ଅକ୍ଟୋବର ୨୬ ତାରିଖରେ…
ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ… Shaksi News Aug 15, 2023 ୭୭ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା
ଭାରତରେ ପ୍ରତି ଘଂଟାରେ ନିଖୋଜ ୫ ମହିଳା Shaksi News Jul 29, 2023 ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କଳଙ୍କିତ ଶାସନର ଉଦାହରଣ ଭାବେ ଆମେ ଦେଶରେ ନିଖୋଜ ମହିଳା ଅବା ନାବାଳିକାଙ୍କ ସଂଖ୍ୟାକୁ…
ଭାରତର ଶ୍ରେଷ୍ଠ ରାଜ୍ୟ ଓଡିଶାକୁ “ଭୂମି ସମ୍ମାନ” Shaksi News Jul 19, 2023 ଓଡ଼ିଶା ସମେତ ଦେଶର ୯ଗୋଟି ରାଜ୍ୟର ସଚିବ ଏବଂ ଦେଶର ୬୮ ଗୋଟି ଜିଲାର ଜିଲାପାଳ ଏବଂ ସେମାନଙ୍କ ଟିମକୁ 'ଭୂମି ସମ୍ମାନ' ସମ୍ମାନ…
ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ: ୱେଷ୍ଟଇଣ୍ଡିଜଠାରୁ ଭାରତ ୧୬୨ ରନ୍ ଆଗରେ Shaksi News Jul 14, 2023 ଡୋମିନିକାର ୱିଣ୍ଡସର ପାର୍କରେ ଚାଲିଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା । ଅଧିନାୟକ ରୋହିତ ଶର୍ମା ଓ ପ୍ରଥମ ଥର ପାଇଁ…
ଭାରତର ବନ୍ଧୁତ୍ୱକୁ ୟୁଆନରେ ତଉଲୁଛି ରୁଷିଆ Shaksi News Jul 8, 2023 ବିଶ୍ୱବଜାରରେ ଆମେରିକା ଡଲାରର ପ୍ରାଧାନ୍ୟ ରହିଛି । ଅଧିକାଂଶ ଦେଶ ଆମଦାନୀ ଓ ରପ୍ତାନୀ ସଂପର୍କୀତ ଦେଣନେଣ କାର୍ଯ୍ୟରେ ଆମେରିକା ଡଲାର…